ମାଲକାନଗିରି:ସୀମାନ୍ତ ଛତିଶଗଡ଼ ସୁକମା ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନ ପୂର୍ବରୁ ୫ ଜଣ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା ବୋଲି ପୁଲିସ କହିଛି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୫ ଜଣ ନକ୍ସଲ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ରେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୫ ଲକ୍ଷ ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏମାନଙ୍କ ମୁଣ୍ଡରେ ମୋଟ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।
Related Posts

ବାଇକ ରେ ପଡ଼ି ଖୁଦପେଜ ଗାଁ ନିକଟରେ ଜଣ ମୃତ୍ୟୁ
**ଖୁଦପେଜ ନିକଟରେ ସଡ଼କ ଦୁର୍ଘଟଣା, ନିଜ ବାଇକ ରେ ପଡ଼ି ଖୁଦପେଜ ଗାଁ ଜଣେ ଘଟଣା ସ୍ଥଳରେ ମୃତ୍ୟୁ* ନୂଆପଡା (ଓମ ପ୍ରକାଶ ଚୌଧୁରୀ ):୦୫.୦୬. ନୂଆପଡା…

ଗଜପତି ଜିଲ୍ଲା ପ୍ରଶାସନର ସଫଳତା ୨ଗୋଟି ବାଲ୍ୟବିବାହ ବନ୍ଦହେଲା
ଗଜପତି (୧୯/୪/୨୦୨୪): ଗଜପତି ଜିଲ୍ଲା ପ୍ରଶାସନର ସଫଳତା ଯୋଗୁଁ ଗୋଷାଣି ବ୍ଲକ ରଣଦେବୀ ଗ୍ରାମ ଏବଂ ଗୁରାଣ୍ଡି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥୁବା ଦୁଇଟି ବାଲ୍ୟବିବାହକୁ…

ମହେନ୍ଦ୍ରଗଡ କାତ୍ତୀକ ଗମାଙ୍ଗ ବିଦ୍ୟାଳୟ ଠାରେ ୭୮ତମ ସ୍ବାଧିନତା ଦିବସ ପାଳନରେ ମୋହନା ବିଧାୟକ ଜାତୀୟ ପତକା ଉତ୍ତୋଳନ କଲେ ।
ମହେନ୍ଦ୍ରଗଡ କାତ୍ତୀକ ଗମାଙ୍ଗ ବିଦ୍ୟାଳୟ ଠାରେ ୭୮ତମ ସ୍ବାଧିନତା ଦିବସ ପାଳନରେ ମୋହନା ବିଧାୟକ ଜାତୀୟ ପତକା ଉତ୍ତୋଳନ କଲେ । ଆର, ଉଦୟଗିରି(ମନୋଜ କୁମାର ପାଢୀ/…