ସୁଭଦ୍ରା ଯୋଜନା ବୋଞ୍ଝିତ୍ ମହିଳା ରାସ୍ତା ଅବରୋଧ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- କମିନୀ ସୁଭଦ୍ରା ଯନ୍ତଣା । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲାଇଛନ୍ତି । ରାୟଗଡ ବ୍ଲକ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡି ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ବେ ମଧ୍ୟ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗା କରି ଥିଲେ ଗାଁର ମହିଳା । ହେଲ୍ପଲାଇନ ୪ ଏକର ଜମି ରହିଥିବା କୁହା ଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଖବର ପାଇ ରାୟଗଡ ତହସିଲିଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲସ୍ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନି ଥିବା କହିଛନ୍ତି । କିନ୍ତୁ ତସତ୍ତ୍ବେ ସୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ କରି ରାସ୍ତାରୋକ କରି ଥିଲେ । ମହିଳାମାନଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକରୁ ହଟିଛନ୍ତି ମହିଳା। ସୁଚନା ମିଳୁଛି କି ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । କାରଣ ସେମାନେ ବାରମ୍ବାର ସୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।
Related Posts
ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରାଣିପାଳନର ଭୂମିକା ଗୁରୁତ୍ୱପୂର୍ଣ
ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରାଣିପାଳନର ଭୂମିକା ଗୁରୁତ୍ୱପୂର୍ଣ ——————————-ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନ ———————————–ସମାଜର ହିତ ତଥା ପ୍ରଗତି ଦିଗରେ ପ୍ରାଣୀ ପାଳନର ଆବଶ୍ୟକତା…
ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ
ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଗଜପତି (ମନୋଜ କୁମାର ପାଢୀ): ପାଟପୁର ଥାନା ତପ୍ତପାଣି ମା’…
ଶାରଦୀୟ ଦୁର୍ଗା ପୂଜାର ପୂର୍ଣାହୁତି
ଶାରଦୀୟ ଦୁର୍ଗା ପୂଜାର ପୂର୍ଣାହୁତି ଆର, ଉଦୟଗିରି(ମନୋଜ କୁମାର ପାଢୀ) ତା 13/10/24 ରିଖରେ ଆର, ଉଦୟଗିରି ବ୍ଲକର ମହେନ୍ଦ୍ରଗଡନ୍ଦ୍ର ମା ଦୁର୍ଗାଙ୍କର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ…