କାଲିମେଳା: ସ୍ତ୍ରୀର ବେକକାଟି ହତ୍ୟାକଲା ସ୍ୱାମୀ । ଧାରୁଆ ଅସ୍ତ୍ରରେ ବେକ ଓ ମୁହଁକୁ ଵୀଭତ୍ସ ଭାବେ ହାଣି ହତ୍ୟା । କାଲିମେଳା ଥାନା ଏମଭି- ୬୬ ଗାଁରେ ହତ୍ୟାକାଣ୍ଡ । ଥାନାରେ ହତ୍ୟାକାରୀ ସ୍ୱାମୀର ଆତ୍ମସମର୍ପଣ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ।

The Information Media 🇮🇳 HAPPY REPUBLIC DAY🇮🇳
Vasundhara Information and Media Group