ସ୍ବର୍ଗତ ଓକିଲ ଜସ୍ନାରାଣୀ ଦେବୀ ଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ରାୟଗଡ : ଗତ ୧୦-୦୧-୨୦୧୫ ରେ ଓକିଲ ଜସ୍ନାରାଣୀ ଦେବୀ ଜୟପୁର ଠାରେ ମୃତ୍ୟୁ ବରଣ କରିଛନ୍ତି , ସେ ରାୟଗଡା ଓକିଲ ସଂଘର ସଭ୍ୟ ସ୍ବର୍ଗତ ଜସ୍ନାରାଣୀ ଦେବୀ ସେ ରାୟଗଡା ଅଦାଲତ ରେ ନିୟମିତ ରୂପେ କାର୍ଯ୍ୟ କରୁଥିଲେ ଓ ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି ରୂପେ ଥିଲେ , ତାଙ୍କର ମୃତ ଆତ୍ମାର ସଦ୍ଗତି ନିମନ୍ତେ ରାୟଗଡା ଓକିଲ ସଂଘର ସମ୍ମିଳନୀ କକ୍ଷରେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା , ଏହି ନିରବ ପ୍ରାର୍ଥନା ସମୟରେ ରାୟଗଡା ଓକିଲ ସଂଘର ସଭାପତି ପଦ୍ମନାମ ଦାସ ସମ୍ପାଦକ , ବିଶ୍ଵନାଥ ଗନ୍ତାୟତ , CH କୁମଦନ, ବ୍ରଜ ସୁନ୍ଦର ନାୟକ , ରମାକାନ୍ତ ଜେନା , ଉମାକାନ୍ତ ମିଶ୍ର , ଅରୁଣ କୁମାର ଲେଙ୍କା,ମୋନଜ କୁମାର ରଥ ସମେତ ସ୍ମୁତି ଚରଣ କରିଥିଲେ l ରାୟଗଡା ଓକିଲ ସଂଘର ସମସ୍ତ ସଭ୍ୟ ଉପସ୍ଥିତି ଥିଲେ ଏବଂ ସ୍ଥିର ହେଲାକି ରାୟଗଡା ଓକିଲ ସଂଘ ତରଫରୁ ଟ ୫୦,୦୦୦ ମୃତ ଆଇନ ଜୀବି ଙ୍କ ପରିବାର କୁ ଦେବାକୁ ଓ ଆଜି ସନ୍ଧ୍ୟା ରେ ଶ୍ରାଦ୍ଧଳଞ୍ଜଳୀ ପାଇଁ ଦୀପ ପ୍ରଜ୍ଜଳନ ଓକିଲ ପରିସରରେ ଓକିଲ ସଂଘର ସଭାପତି ଶ୍ରୀ ଟୁଟୁ ଦାସ ଅନୁରୋଧ କରିଥିଲେ ବୋଲି ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
Related Posts

ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ ।
ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ । ଗଜପତି -୧୦/୭/୨୦୨୪ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିର…

Terrible landslide in Waynad, Kerala
A landslip in Waynad, Kerala has killed 54 people and injured more than 70. The death toll may rise further as more than 400 families remain under the ground. On the other hand, rescue operations are ongoing throughout wartime, with the KSDMA and NDRF active. MI 17 and ALH helicopters are deployed for rescue operations.

ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼-୯,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ…