ନୂଆଦିଲ୍ଲୀ: ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି।
Related Posts
ନିୟମଗିରି ପାହାଡ଼ ପାଦଦେଶରେ ବସବାସ କରୁଥିବା ଦୁର୍ଗମ ଅଞ୍ଚଳ ରେ ମୈଳିକ ସୁବିଧା ରୁ ବଞ୍ଚିତ ଡଙ୍ଗରିଆ କନ୍ଧ।
ନିୟମଗିରି ପାହାଡ଼ ପାଦଦେଶରେ ବସବାସ କରୁଥିବା ଦୁର୍ଗମ ଅଞ୍ଚଳ ରେ ମୈଳିକ ସୁବିଧା ରୁ ବଞ୍ଚିତ ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ ଅଧିନସ୍ଥ…
ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ପୂଜା କମିଟି ଦ୍ୱାରା ଗଣେଶ ପୂଜା ଶୁଭ ସନ୍ଦ୍ୟାରେ ଭାରତ ଲୀଳା ମଞ୍ଚସ୍ଥ ….
ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ପୂଜା କମିଟି ଦ୍ୱାରା ଗଣେଶ ପୂଜା ଶୁଭ ସନ୍ଦ୍ୟାରେ ଭାରତ ଲୀଳା ମଞ୍ଚସ୍ଥ …. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ…
ରାକେଶପଙ୍କା ଗାଁରେ ୧୫୦ କୁଇ ଆଦିବାସୀ ପରିବାର ପାଣି ପାଇଁ ଡହଳବିକଳ
ରାକେଶପଙ୍କା ଗାଁରେ ୧୫୦ କୁଇ ଆଦିବାସୀ ପରିବାର ପାଣି ପାଇଁ ଡହଳବିକଳ ଆର,ଉଦୟଗିରି (ମନୋଜ କମାର ପାଢୀ/ଗଜପତି ଜିଲ୍ଲାରେ ଏବେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମସ୍ତ ଜଳ…