ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଭେଟିଲେ ପୂର୍ବତନ ପରଳା ବିଧାୟକ. ଗଜପତି(ମନୋଜ ପାଢୀ/୨୮/୧୦/୨୪ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବ ପଞ୍ଚାୟତର ନାଏବ ସରପଞ୍ଚ ସତୀଶ କୁମାର ପାରଳାଖେମୁଣ୍ଡି ଭଳି ଏକ ପୁରୁଣା ସହରରେ ସାଧାରଣ ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ସେମାନଙ୍କନିମନ୍ତେ ଉଚ୍ଚ କୋଟିର ମେଡିକାଲ ସୁବିଧା ପହଞ୍ଚେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଏହି ଅଞ୍ଚଳରେ ଏକ ଉନ୍ନତ ମାନର ମେଡିକାଲ କଲେଜର ସ୍ଥାପନା ଏବଂ ସବୁ ମେଡିକାଲ ରେ ଏକ ଵିଶେସଜ୍ଞ ଡକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ ।
Related Posts

କମିଶନରେଟ ପୋଲିସ ଦ୍ବାରା ୬ ବନ୍ଧୁକ ବେପାରୀ ଗିରଫ
କମିଶନରେଟ ପୋଲିସ ଦ୍ବାରା ୬ ବନ୍ଧୁକ ବେପାରୀ ଗିରଫ ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେଶାଲ୍ ସ୍କୁଆଡ ଦ୍ବାରା ୬ ଜଣ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି।ବିହାରରୁ ବନ୍ଧୁକ…

ଧନୁଯାତ୍ରା ମିନା ବଜାର ପଡିଆ ରେ ପ୍ରଥମ ଥର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରେ ରକ୍ତ ଦାନ ଶିବିର ୬୦ୟୁନିଟ ରକ୍ତ ସଂଗୃହୀତ
ଧନୁଯାତ୍ରା ମିନା ବଜାର ପଡିଆ ରେ ପ୍ରଥମ ଥର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରେ ରକ୍ତ ଦାନ ଶିବିର ୬୦ୟୁନିଟ ରକ୍ତ ସଂଗୃହୀତ ବରଗଡ –…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାମିଲନାଡୁ ଦମ୍ପତି ।
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାମିଲନାଡୁ ଦମ୍ପତି ।ଗଜପତି(ମନୋଜ ପାଢୀ)-: ଆଜି ଗଜପତି ଜିଲ୍ଲାରୁ ୬୨ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ…