ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ- ହରିୟାଣାର ଜନତା ତୃତୀୟ ଥର ପଦ୍ମ ଫୁଟାଇଲେ। ଏହା ଗଣତନ୍ତ୍ରର ବିଜୟ। ଜମ୍ମୁ କଶ୍ମୀରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସଂପନ୍ନ ହୋଇଛି।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group