ହାତୀ ଯୋଗୁଁ ଅତିଷ୍ଠ ହେଲେଣି ଗାଁ ଲୋକ। ଦନ୍ତାହାତୀଟି ଲୋକଙ୍କ ନିଦ ହଜେଇ ଦେଇଛି। ହାତୀ ଭୟରେ ଗାଁର କିଛି ଲୋକ ଘର ଉପରେ ରାତି କାଟୁଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତାହାତୀର ଉତ୍ପାତ। ଦେଓଗାଁ, ଶୁଣ୍ଢୀକୋଣ, କୁଲ ସାହି, ସିଂ ଟୋଲା ଅଞ୍ଚଳରେ ଘର ଭାଙ୍ଗିବା ସହିତ ଆସବା ପାତ୍ର ନଷ୍ଟ କରିଥିବା ଅଭିଯୋଗ।
Related Posts

ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ
ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ ଆର,ଉଦୟଗିରି ୪।୨(ମନୋଜ କୁମାର ପାଢୀ): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା…

ଟିକାବାଲି ଠାରେ “ସାହିତ୍ୟ ସଂସଦ” ପରିଚାଳନା ସମିତି ଗଠନ
ଟିକାବାଲି ଠାରେ “ସାହିତ୍ୟ ସଂସଦ” ପରିଚାଳନା ସମିତି ଗଠନ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲିରେ ନୂତନ ଭାବେ ଗଢ଼ି ଉଠିଥିବା ସାହିତ୍ୟ…

କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ
କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 21/11/2024 ରିଖ ଗୁରୁବାର ଦିନ…