ମାଲକାନଗିରି: ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ପୁରସ୍କାର ଘୋଷିତ ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଂକ ପତ୍ନୀ ପ୍ରମିଳା ଓରଫ ଗଣେଶୀ।ସୀମାନ୍ତ ଛତିଶଗଡର ଧମତରୀ ପୁଲିସକୁ ମିଳିଛି ପୁଣି ଏକ ସଫଲତା।
Related Posts
![](https://894006.ztxs.asia/wp-content/uploads/2024/08/IMG-20240828-WA0090.jpg)
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା ଗଜପତି ୨୮/୦୮ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାର…
![](https://894006.ztxs.asia/wp-content/uploads/2024/10/1728026759947253-0.jpg)
ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ।
ବୌଦ୍ଧ, ୪/୧୦ information media (ଉଗ୍ରସେନ କର୍ମୀ): ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ। ବୌଦ୍ଧ ଜିଲ୍ଲା ମନମୁଣ୍ଡା…
![](https://894006.ztxs.asia/wp-content/uploads/2024/09/4ZO6AINt1VM8ua9MW8si.webp)
ପାଣିରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ।
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ଏହି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ମଞ୍ଜୁଳା ଭତ୍ରା (୧୦)…