ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ମଙ୍ଗଳବାର ଏକ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି।
Related Posts
Two scientists were awarded the Nobel Prize in physiology or medicine for discovering MICRORNAs.
On Monday, two scientists were awarded the Nobel Prize in physiology or medicine for discovering microRNAs, which are tiny bits…
GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris
GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris!🇮🇳
ଭୂକମ୍ପ ଝଟକାରେ ଥରିଛି ଆମେରିକାର ନ୍ୟୁୟର୍କ ସହର।
ଭୂକମ୍ପ ଝଟକାରେ ଥରିଛି ଆମେରିକାର ନ୍ୟୁୟର୍କ ସହର। ଭୂକମ୍ପର କେନ୍ଦ୍ର ସ୍ଥଳର ପଡ଼ୋଶୀ ନ୍ୟୁଜର୍ସି ବୋଲି ଆମେରିକାର ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକା ସହରବାସୀ…