ନୂଆଦିଲ୍ଲୀ:୨୦୨୬ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।
Related Posts
ଗଣେଶଙ୍କ ପୂଜା ମହାରାଷ୍ଟ୍ରର ସବୁ ସ୍ଥାନରେ ଧୁମଧାମରେ ପାଳନ କରାଯାଏ
ମୁମ୍ବାଇ: ଗଣେଶ ପୂଜା ପାଇଁ ମହାରାଷ୍ଟ୍ରର ମୁମ୍ବାଇ ବେଶ ପ୍ରସିଦ୍ଧ | ମୁଖ୍ୟତଃ ଗଣେଶଙ୍କ ପୂଜା ମହାରାଷ୍ଟ୍ରର ସବୁ ସ୍ଥାନରେ ଧୁମଧାମରେ ପାଳନ କରାଯାଏ | ତେବେ…
ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା।
ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଓ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।
ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ ଦୁଇଟି ବଡ଼ ଧରଣର ଆକ୍ରମଣ କରିଛି।
ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି । ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ…