ବରଗଡ ୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ବଡ କେନାଲ ଠାରେ ବିହାରୀ ସଂପ୍ରଦାୟର ଛଟ୍ ପୂଜା ଆରମ୍ଭ ହୋଇଯାଇଛି।ଏଥିରେ ଅସ୍ତଗାମୀ ସୂର୍ଯ୍ୟ ଓ ଉଦୟ ସୂର୍ଯ୍ୟ ଦେବତାଙ୍କୁ ବିଭିନ୍ନ ପ୍ରକାର ଫଳମୂଳ ଲାଗି ପୂଜାକରାଯାଏ । ଏହି ଛଟ୍ ପୂଜା ଫଳରେ ସନ୍ତାନ ପ୍ରାପ୍ତି, ପରିବାର ରେ ସୁଖ ଶାନ୍ତି ଓ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଆସିଛି । ଏହି ଅବସରରେ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୋଲା ସାହାନୀ, ଶିବ କୁମାର ଚୌଧୁରୀ, ମନିଶ ସିଂ, ବିକେଶ ସାହାନୀ, ସୁରେଶ ଶର୍ମା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
Related Posts
ସିରିଜ୍ ବୋମାମାଡ ଓ ଯୁବକଙ୍କୁ ଆକ୍ରମଣ।
ସିରିଜ୍ ବୋମାମାଡ ଓ ଯୁବକଙ୍କୁ ଆକ୍ରମଣ। ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଲୁଟ୍ ଓ ଆକ୍ରମଣ ଘଟଣାରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତଥାପି…
ଓଡ଼ିଶାର ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ
ଭୁବନେଶ୍ଵର : ଓଡ଼ିଶାର ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଛି ବିଜେଡି- ୫୧ , କଂଗ୍ରେସ-୧୪, ସ୍ୱାଧୀନ ପ୍ରାର୍ଥୀ-୩…
ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି।
ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି। ଗଞ୍ଜାମ:ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ…