ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନଧାରା ଶୈବ ପୀଠରେ ମହାଦେବଙ୍କୁ ଦର୍ଶନ କରି ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମର ଜେମା ବିଶୋଇ (୬୮)। ଏନେଇ ମୃତ ମହିଳାଙ୍କ ସମ୍ପର୍କୀୟ ଚିତ୍ତ ବିଶୋଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୨୦୮/୨୪ରେ ମାମଲା ରୁଜୁ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
Related Posts

ଓଡିଶା ରାଜସ୍ୱ ଅମଲା ସଙ୍ଘ ରାୟଗଡ ଶାଖାର କର୍ମକର୍ତ୍ତା ଚୟନ”ମନୋଜ କୁମାର ରଥ ସଭାପତି ଓ ଶ୍ରୀ ଅଜୟ କୁମାର ନାହାକ ସମ୍ପାଦକ ନିର୍ବାଚିତ
ଓଡିଶା ରାଜସ୍ୱ ଅମଲା ସଙ୍ଘ ରାୟଗଡ ଶାଖାର କର୍ମକର୍ତ୍ତା ଚୟନ”ମନୋଜ କୁମାର ରଥ ସଭାପତି ଓ ଶ୍ରୀ ଅଜୟ କୁମାର ନାହାକ ସମ୍ପାଦକ ନିର୍ବାଚିତ “ ରାୟଗଡ:ରାୟଗଡ…

ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ…

ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର
ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର !ସ୍ବାସ୍ଥ୍ୟସେବା ପାଲିରେ ଚାଲିଛି । ନୁଆଗଡ(ମନୋଜ କୁମାର ପାଢୀ/ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଅବ୍ୟବସ୍ଥାରେ ଚାଲିଛି । ରୋଗୀ…