ଭୁବନେଶ୍ୱରମୁଖ୍ୟ ଖବର ଫେବ୍ରୁଆରି ୧୮ରୁ +୨ ପରୀକ୍ଷା Pradeep AcharyaNovember 20, 2024 ଫେବ୍ରୁଆରି ୧୮ରୁ +୨ ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ।୧୮ରୁ ବିଜ୍ଞାନ ଏବଂ ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ।ମାର୍ଚ ୨୭ ଯାଏ ଚାଲିବ ପରୀକ୍ଷା।ଜାନୁଆରି ୨ରୁ ୧୨ ତାରିଖ ପ୍ରାକ୍ଟିକାଲ ପରୀକ୍ଷା ହେବ।ଦିନ ୧୦ଟାରୁ ୧ଟା ଯାଏ ୩ ଘଣ୍ଟିଆ ଥିଓରି ପରୀକ୍ଷା ।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ…
ମିସ୍ ଟିନ୍ ୟୁନିଭର୍ସ ୨୦୨୪ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ଭୁବନେଶ୍ଵର:ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ଦକ୍ଷିଣ ଆଫ୍ରିକାରେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍…
ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଓସ୍ତାଲି ଘାଟିରେ ୨୦ ଫୁଟ ତଳକୁ ଖସିଲା ପିକଅପ୍ ଭ୍ୟାନ୍ ।ଦୁର୍ଘଟଣାରେ ୨…