ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ହିଂସା ଥମିବାର ନାଁ ନେଉନାହିଁ। ସ୍ଥିତି ଅସମ୍ଭାଳ ହେଉଥିବାରୁ କେନ୍ଦ୍ର ସରକାର ଆଉ ୧୦,୮୦୦ ଜଣ ସୁରକ୍ଷାକର୍ମୀଙ୍କୁ ମିଆଁମାର ସୀମାକୁ ଲାଗିଥିବା ମଣିପୁର ପଠାଇଛନ୍ତି। ଏହାକୁ ମିଶାଇ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ କମ୍ପାନୀ ସଂଖ୍ୟା ୨୮୮ରେ ପହଞ୍ଚିଛି।
Related Posts

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ଅସ୍ତ୍ରୋପଚାର
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ଅସ୍ତ୍ରୋପଚାର ଆଜି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଆଖିରେ ସର୍ଜରୀ ହୋଇଛି। ସେ ଡାକ୍ତରଙ୍କ…

UPSC ରେଜଲ୍ଟ ପ୍ରକାଶ |
ପ୍ରକାଶ ପାଇଲା UPSC ରେଜଲ୍ଟ

ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି।
ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ…