ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ। ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ। (ସୋର୍ସ ସମ୍ବାଦ)
Related Posts

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥ ଭୁବନେଶ୍ୱର: (Abhishek Mohanty)ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱର ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କରାଯାଇଛି…

ଫୁଲବାଣୀ ଜିତିଲା ବିଜେପି!.
ଫୁଲବାଣୀ ଜିତିଲା ବିଜେପି!. ଫୁଲବାଣୀ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ବିଜେପି ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ୨ ହଜାର ୮୫୮ ଖଣ୍ଡ ଭୋଟରେ ଜିତିଲେ ଉମାଚରଣ…

ରାଜ୍ୟ ସ୍ତରୀୟ ସର୍ଗିଫୁଲ ରେ ରାୟଗଡ଼ା ଜ଼ିଲ୍ଲା ରେ ଛାତ୍ର ଛାତ୍ରୀ ନିଜର କମାଲ ଦେଖାଇଲେ
ରାଜ୍ୟ ସ୍ତରୀୟ ସର୍ଗିଫୁଲ ରେ ରାୟଗଡ଼ା ଜ଼ିଲ୍ଲା ରେ ଛାତ୍ର ଛାତ୍ରୀ ନିଜର କମାଲ ଦେଖାଇଲେ ରାୟଗଡା : ଗତ 18/12/2024 ଠାରୁ 20/12/2024 ଯାଏଁ ଭୁବନେଶ୍ୱର…