ପୋଲିସ ଓ ଅବକାରୀ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ lଆର,ଉଦୟଗିରି :3/12/(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ମାଣ୍ଡିମେରା ଗ୍ରାମ ପଞ୍ଚାୟତ କାଲେପଙ୍କା ଗାଁ ନିକଟସ୍ଥ ଜଙ୍ଗଲ ଜମି ରେ ବେଇଆଇନ୍ ଭାବେ ଚାଷ କରାଯାଇଥିବା ୨୭ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ୫୪ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ । ଏହି ଚଢ଼ାଉ ରେ ୭ ପ୍ଲାଟୁନ୍ ପୋଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ର କର୍ମଚାରୀ ଙ୍କ ମିଳିତ ରେ ଚଢ଼ାଉ କରାଯାଇଥିଲା।
Related Posts
ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ
ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ ରାୟଗଡା : ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟଟୋରିୟମ ରେ ଗତ ରବିବାର ଦିନ ଅନ୍ତର୍ଜାତୀୟ ଶ୍ରୀଅନ୍ନ i ବିସ୍ତୃତ…
ଜଙ୍ଗଳ ଜାତ ଦ୍ରବ୍ୟ ଚାହିଦା ବୃଦ୍ଧି ସାବିତ୍ରୀ ଅମାବାସ୍ୟା ପାଳନ ପାଇଁ!
*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ସାବିତ୍ରୀ ଅମାବାସ୍ୟା ପାଳନ ନେଇ ସ୍ବତନ୍ତ୍ର ବଜାର, ଜଙ୍ଗଳ ଜାତ ଦ୍ରବ୍ୟ ଚାହିଦା ବୃଦ୍ଧି* ନୂଆପଡା( ଓମ ପ୍ରକାଶ ଚୌଧୁରୀ) :୦୫.୦୬…
ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।
ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ…