ଗୁଡାରି ଥାନା ଅଂଚଳ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ଗୁଡାରି ପୋଲିସ ଥାନା ଅଧୀନରେ ଥିବା ମଧୁବନ ପଂଚାୟତ ର ରାଚାମ ଗ୍ରାମ ନିକଟରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିବା ପୋଲିସ ଖବର ପାଇଥିଲେ l ରାୟଗଡା ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ଉପସ୍ଥିତ ରେ ଅବକାରୀ ବିଭାଗ ଜଙ୍ଗଲ ବିଭାଗ ମିଳତି ଭାବେ ରାଚାମ ଗାଁ ରେ13 ଏକର ଜମିରେ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଥିଲେ l ଏହି ସଂକ୍ରାନ୍ତ ରେ ଗୁଡାରି ଥାନା ରେ 137/240 ମାମଲା ରଜୁ ହୋଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୪
ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୪ ରାୟଗଡା : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମହା…
ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ୩ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ୩ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗଜପତି (୨୯/୬/୨୦୨୪):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରାରେ ପ୍ରତେକ ବର୍ଷ ପ୍ରବଳ…
ବାଲି ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ଆହତ।
ବାଲି ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ଆହତ। ଜାତୀୟ ରାଜପଥ ହିଞ୍ଜିଳି ସହର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସାମନାରେ ଏକ ସ୍କୁଟି ମୋଟରସାଇକେଲ କୁ…