ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଠାରେ ତିନି ଜଣ ଭିନ୍ନକ୍ଷମ ଶିକ୍ଷୟିତ୍ରୀ ଅଛନ୍ତି,ଏଠାରେ ମୋଟ ୮୫ ଛାତ୍ରୀ ବିଦ୍ୟାଳୟ ପାଠ ପଢୁଛନ୍ତି। ଶିକ୍ଷୟିତ୍ରୀ ବାସନ୍ତୀ ଦୁଆନ ୧୨ବର୍ଷ ହେବ ଶିକ୍ଷା ଦାନ କରିଆସୁଛନ୍ତି, ସେଥିମଧ୍ୟରୁ ୭ବର୍ଷ ହେବ ଭାରତପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟର ଅଫିସ କାମ, ଛାତ୍ରୀ ମାନକଂ ମଧ୍ୟାହ୍ନ ଭୋଜନ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଶିକ୍ଷୟତ୍ରୀ ବାସନ୍ତୀ ଦୁଆନ କୁଂ ନିଜ ଘର ଠାରୁ ୨୦/୨୫ କିମି ଯିବା ଆସିବା କରୁଥିବାରୁ ଅନ୍ୟ ସାହାରା ନେବାକୁ ପଡୁଛି।ଶିକ୍ଷୟତ୍ରୀଙ୍କ ନିଜ ଘର ପାଖାପାଖି ବଦଳି କରାଗଲେ, ତାକଂର ସୁବିଧା ହେବ,ପୁରୁଷ ଶିକ୍ଷକ ଦେଲେ ବିଦ୍ୟାଳୟର ତଥା ଶିକ୍ଷାଦାନ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟ, ଛାତ୍ରୀ କଂ ମଧ୍ୟାହ୍ନ ଭୋଜନ ପାଇଁ ସୁବିଧା ଉପଲବ୍ଧ ହେବ। ଭେଡେନ ବ୍ଲକ ଶିକ୍ଷା ଅଧିକାରୀ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।
Related Posts
ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪
ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତଶୁକ୍ରବାର ପୂର୍ବାହ୍ନରେ ଗୁଣୁପୁରରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ 150…
ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ .
ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଭୁବନେଶ୍ୱର ମ୍ୟୁଜିଅମ୍ ଛକରେ ଥିବା…
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ତରୀୟ ଭଲିବୋଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ତରୀୟ ଭଲିବୋଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଗଜପତି :୨୫/୯(ମନୋଜ ପାଢୀ)ଗଜପତି ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ…