କୋଳନରା ରେ ବ୍ଲକ ସ୍ତରୀୟ ଚଇତି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗଣ ପର୍ବ ଚଇତି 2024 ଆସନ୍ତା 26 ରୁ 30 ତାରିଖ ପର୍ଯ୍ୟନ୍ତ ରାୟଗଡା ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା 13/12/2024 ରେ କୋଳନରା ବ୍ଲକ ରେ ଅନୁଷ୍ଠିତ ହେଵାକୁଯାଉଛି l ଏଠିପୁର୍ବ ରୁ ବ୍ଲକ ର ମହିଳା ଏସ ଏଚ ଜି ଗ୍ରୁପ ର ସଦସ୍ୟା, ବରିଷ୍ଠ ନାଗରିକ, ଓ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l. ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରୁ ମଦନପୁର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ବରିଷ୍ଠ ନାଗରିକ ମାନେ ବ୍ଲକ ଅଫିସ ଠାରୁ ମା ସନ୍ତୋଷୀ ମନ୍ଦିର ପର୍ଯ୍ୟନ୍ତ ଦୌଡ଼ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଏଡ଼ ଏଚ ଜି ମହିଳା ମାନେ ମ୍ୟୁଜିକ ଚେୟାର, ସୁନ୍ଦର ଝୋଟି, ଏହିପରି କାର୍ଯ୍ୟକ୍ରମ ରର ଭାଗ ନେଇଥିଲେ l ଶେଷରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା ଆରମ୍ଭ କରିଥିଲେ l ଗୋଷ୍ଠୀ ଉନୟନ ଅଧିକାରୀ ରୀନା ପ୍ରଧାନ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ସେକ୍ସନ ଅଧିକାରୀ ଅରୁଣ କୁମାର ପାଢ଼ୀ, ବ୍ଲକ ଏକାଉଣ୍ଟସ ଅଧିକାରୀ ଗଣେଶ୍ୱର ଭଟ, ଜିପିଓ ପ୍ରଶାନ୍ତ ପାଢ଼ୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷମୁଣ୍ଡ, ବିପିସି ମନୋଜ ପାଳଖେଳ ଶିକ୍ଷକ ଧର୍ମେନ୍ଦ୍ର କଦମ୍ବାଳୁ ପରିଚାଳନା କରିଥିଲେ l ଆସନ୍ତା 13 ତାରିଖ ସଖାଳୁ ବ୍ଲକ ସ୍ଥରୀୟ ଚଇତି ଅନୁଷ୍ଠିତ ହେବ ବୋଲି ବିଡ଼ିଓ ରୀନା ପ୍ରଧାନ କହିଛନ୍ତି ସେ ପୁଣି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ବିଭିନ୍ନ ବିଭାଗ ତ ଷ୍ଟଲ ମାନ ପ୍ରଦର୍ଶନୀ କରାଯିବ ସହିତ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପିତ୍ରୁମାତ୍ରୁ ହୀନ ଶିଶୁଙ୍କୁ ସହାହାୟତ।ର ହାତ ବଢ଼େଇଲା ଜିଲ୍ଲାପ୍ରଶାସନ ।
ପିତ୍ରୁମାତ୍ରୁ ହୀନ ଶିଶୁଙ୍କୁ ସହାହାୟତ।ର ହାତ ବଢ଼େଇଲା ଜିଲ୍ଲାପ୍ରଶାସନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୪/୫/ପ୍ରକାଶ ଥାଉକି ଆର . ଉଦୟଗିରି ଥାନା ଅନ୍ତର୍ଗତ ବସ୍ତ୍ରେରିଗୁଡ଼ା ପଞ୍ଚାୟତର…
ଜୁଲାଇ ୧୪ ରୁ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ
ଜୁଲାଇ ୧୪ ରୁ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।ଜୁଲାଇ ୧୪ ତାରିଖରୁ ଓଡ଼ିଶାରେ ପୁଣି…
ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର…