କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ ରାୟଗଡ଼ା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି ଥିଲା। ଏହି ଚଇତି ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧବ ହିକକା ଚଇତି ଷ୍ଟଲ ଉଦଘାଟନ କରିଥିଲେ। ଅତିଥି ରୂପେ କଲ୍ୟାଣସିଂହପୁର ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ,କନ୍ଧ କୂଳ ଆଦିବାସୀ ସମାଜ ରାଜ୍ୟ ସମ୍ପାଦକ କାଲି ରାମ ମାଝୀ, ବିଜେପି ବ୍ଳକ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ବିଜେଡି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର ମାନସ ରଞ୍ଜନ ସେଟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ମଞ୍ଚାସିନ ରହିଥିଲେ। ସ୍ଥାନୀୟ ଲୋକକଳା କଳାକାର ଦଳ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଆଞ୍ଚଳିକ ଜଣାଶୁଣା କଳାକାର ଜଗଦାସ ନାଚିକା, ମୁନା ହିମରିକା, ପଦ୍ମନ ପାଣି ଙ୍କୁ ମଞ୍ଚରେ ସମର୍ଦ୍ଧିତ କରାଯାଇଥିଲା। ଏହି ଚଇତି କାର୍ଯ୍ୟକ୍ରମ କୁ ବିଶ୍ୱନାଥ କାଡ୍ରାକା ଏବଂ ଜୟରାମ କୁଲିସିକା ପରିଚାଳନା କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟଦିନ ବିଶ୍ୱ ହସ୍ତୀ ଦିବସ
ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟଦିନ ବିଶ୍ୱ ହସ୍ତୀ ଦିବସ ଆର,ଉଦୟଘିରି( ମନୋଜ କୁମାର ପାଢୀ/ ତା -12/08/2024 ରିଖ ସୋମବାର ଦିନ ବିଶ୍ୱ ହସ୍ତୀ ଦିବସ…
ଘରେ ପସି ଆଲମିରା ଭାଙ୍ଗି ଗଚ୍ଛିତ ୨୫ ଭରି ସୁନା ଓ ପ୍ରାୟ ୪୦ ରୁ ୪୫ ହଜାର ଟଙ୍କା ଚୋର |
ଆର. ଉଦୟଗିରି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି…
ଗାଁ ଗାଁ ରେ ପାଇଖାନା ଦୁର୍ନୀତି କୁ ନେଇ ବରଗଡ଼ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ
ଗାଁ ଗାଁ ରେ ପାଇଖାନା ଦୁର୍ନୀତି କୁ ନେଇ ବରଗଡ଼ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ ବରଗଡ ଜିଲ୍ଲାରେ ପାଇଖାନା ଦୁର୍ନୀତି । ସ୍ବାସ୍ଥ୍ୟ ହିଁ…