ବରଗଡ ୨୦,୧୨-( ଭବାନୀ ଶଙ୍କର ପାଢ଼ୀ) ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଥିବା ଏଟିଏମ ଦୀର୍ଘ ୧୫ ଦିନ ହେବ ଅଚଳାବସ୍ଥା ପଡିରହିଛି। ଯାହା ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ। ଏହି ଏଟିଏମ ବନ୍ଦ ଥିବାରୁ ଜନସାଧାରଣ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ମେଡିକାଲ, ଚାଷୀ, ବ୍ଯବସାୟୀ, କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଆସୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉଚ୍ଚ ଅଧିକାରୀ ସାଧାରଣ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପଭୋକ୍ତା ମାନେ ଦାବୀ କରୁଛନ୍ତି।
Related Posts
ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ…
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ ନୂଆଦିଲ୍ଲୀ: ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଆତଙ୍କ।ବୋମାରେ ଉଡ଼ାଇ ଦେବାକୁ ଏକ ଚିଠି ମାଧ୍ୟମରେ ଧମକ ମିଳିବା ପରେ ସର୍ଚ୍ଚ…
ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
*ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର* ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହାତଧୁଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…