ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସରକାର ଶିକ୍ଷା ନୀତି ରେ ପରିବର୍ତ୍ତନ କରିଛନ୍ତି। ଆଗରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।ଏହା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମ ରେ ଫେଲ୍ ହେଲେ ୨ମାସରେ ରି ଟେଷ୍ଟ ପାଇଁ ସୁଯୋଗ ଦିଆ ଯିବ। ଯଦି କୃତକାର୍ଯ୍ୟ ହେଲେ ତେବେ ପରବର୍ତ୍ତୀ ଶ୍ରେଣୀ କୁ ଯାଇପାରିବେ।ଏହା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Related Posts
ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ
ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇଜଣ ଗୁରୁତର ଆହତ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇଜଣ ଗୁରୁତର ଆହତ । ଗଞ୍ଜାମ:କାର୍ତ୍ତିକ ପୂର୍ଣ୍ଣିମାର ସୁର୍ଯ୍ୟଦୋୟ ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଗୋପାଳପୁର ଆସୁଥିବା…
ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର
ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର ପୁରୀ: ଜୁଲାଇ ୮ ତାରିଖରେ ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ।ସୂଚନା ଅନୁଯାୟୀ, କୋର୍ କମିଟି ଓ ଟେକ୍ନିକାଲ କମିଟି ଉପସ୍ଥିତିରେ…