ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହି ସରକାରୀ ପଦବିରେ ବସୁଛନ୍ତି ପରିବର୍ତ୍ତୀ ସମୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ ଏହା କହୁଛି। ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ–୨୦୨୪ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ୧୮୧ ସରକାରୀ ବାବୁ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏଥି ମଧ୍ୟରୁ ୫୦ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ। ଅନ୍ୟମାନଙ୍କ ମଧ୍ୟରେ ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୁଲିସ, ୫ଡାକ୍ତର ଓ ୩ବନ ଅଧିକାରୀ।
Related Posts
ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍କେ ରେହମାନ।
ଭୁବନେଶ୍ୱର: ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସଆଇ ଏସ୍କେ…
ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର
ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର ରାୟଗଡା ଜିଲ୍ଲା ଗୁଡାରି ବନଖଣ୍ଡ ଅନ୍ତର୍ଗତ କେନ୍ଦୁଗୁଡା…