:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଚତୁରତାର ସହ ଫୋନ୍ପେ ଜରିଆରେ ଲାଞ୍ଚ ନେଲାବେଳେ କାବୁ। ସ୍ମାର୍ଟ ଫୋନ୍କୁ ଜବତ କରି ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ।
Related Posts
ବିରୁଡ଼ି ଆକ୍ରମଣରେ ମହିଳାଙ୍କ ଜୀବନ ଗଲା
କୋଣାର୍କ: ବିରୁଡ଼ି ଆକ୍ରମଣରେ ମହିଳାଙ୍କ ଜୀବନ ଗଲାମୃତ ମହିଳା ଜଣଙ୍କ କାକଟପୁର ଥାନା ଜଳେଶ୍ବରପଡ଼ାର!ଘର ଭିତରେ ବିରୁଡ଼ି ବସା ଭାଙ୍ଗିବାକୁ ଯାଇ ଆକ୍ରମଣର ଶିକାର ଗୁରୁତର ଅବସ୍ଥାରେ…
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥନେଲେ ଧର୍ମେନ୍ଦ୍ର ପ୍ରଧାନ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥନେଲେ ଧର୍ମେନ୍ଦ୍ର ପ୍ରଧାନ । ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ!
ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ. ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ…