ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଂଗା ପାହାଡ଼ ପାଦଦେଶରେ ଭେଡେନ ବ୍ଲକ ବିଜ୍ଞାନ ଓ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ପପଂଗା ପାହାଡ଼ ପାଦଦେଶରେ ବଣଭୋଜି କୁ ଆସି ଥିବା ପର୍ଯ୍ୟଟନ କୁଂ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏହା କୁ ପରିଚାଳନା କରିଥିଲେ, ଝରାପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ।ଏହି ସମୟରେ ଶିକ୍ଷକ ମାନେ ଅଂଶଗ୍ରହଣ କରି ନିଜସ୍ବ ଅଭିଜ୍ଞତା ହାସଲ କରିବା ଥିବା ବକ୍ତବ୍ୟ ପ୍ରତିପାଦନ କରି ଥିଲେ।ପରିଶେଷରେ ଶିକ୍ଷକ ସଂଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ.
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଜୁନ୍ ୨୧ ତାରିଖରେ “ଆତ୍ମ ଓ ସମାଜ ପାଇଁ…
ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ
ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ ଆର, ଉଦୟଗିରି :4/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆର .ଉଦୟଗିରି…
ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର
ଅବ୍ୟବସ୍ଥାରେ ଖଜୁରୀପଦା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର !ସ୍ବାସ୍ଥ୍ୟସେବା ପାଲିରେ ଚାଲିଛି । ନୁଆଗଡ(ମନୋଜ କୁମାର ପାଢୀ/ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଅବ୍ୟବସ୍ଥାରେ ଚାଲିଛି । ରୋଗୀ…