ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି । ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଏହାସହିତ ଓଡ଼ିଶାରେ ଏବେ ୭୦ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ।
Related Posts
“ହର ଘର ତ୍ରିରଙ୍ଗା” ଅଭିଯାନ ପ୍ରସ୍ତୁତିର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ
“ହର ଘର ତ୍ରିରଙ୍ଗା” ଅଭିଯାନ ପ୍ରସ୍ତୁତିର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଭୁବନେଶ୍ୱର : ଆସନ୍ତା ୭୭ତମ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ…
ଓଡ଼ିଶାରେ କାଉଣ୍ଟିଙ୍ଗ୍ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍
ଓଡ଼ିଶାରେ କାଉଣ୍ଟିଙ୍ଗ୍ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍ ଭୁବନେଶ୍ବର:( ଅଭିଷେକ ମହାନ୍ତି)ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା…
ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର 3 ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଅଛନ୍ତି।
ମହାରାଷ୍ଟ୍ର: ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର। ମହାରାଷ୍ଟ୍ର ପୁଣେରେ ଏକ ଘରୋଇ ହେଲିକପ୍ଟର କ୍ରାଶ ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ…