ସ୍ବର୍ଗତ ଓକିଲ ଜସ୍ନାରାଣୀ ଦେବୀ ଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ରାୟଗଡ : ଗତ ୧୦-୦୧-୨୦୧୫ ରେ ଓକିଲ ଜସ୍ନାରାଣୀ ଦେବୀ ଜୟପୁର ଠାରେ ମୃତ୍ୟୁ ବରଣ କରିଛନ୍ତି , ସେ ରାୟଗଡା ଓକିଲ ସଂଘର ସଭ୍ୟ ସ୍ବର୍ଗତ ଜସ୍ନାରାଣୀ ଦେବୀ ସେ ରାୟଗଡା ଅଦାଲତ ରେ ନିୟମିତ ରୂପେ କାର୍ଯ୍ୟ କରୁଥିଲେ ଓ ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି ରୂପେ ଥିଲେ , ତାଙ୍କର ମୃତ ଆତ୍ମାର ସଦ୍ଗତି ନିମନ୍ତେ ରାୟଗଡା ଓକିଲ ସଂଘର ସମ୍ମିଳନୀ କକ୍ଷରେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା , ଏହି ନିରବ ପ୍ରାର୍ଥନା ସମୟରେ ରାୟଗଡା ଓକିଲ ସଂଘର ସଭାପତି ପଦ୍ମନାମ ଦାସ ସମ୍ପାଦକ , ବିଶ୍ଵନାଥ ଗନ୍ତାୟତ , CH କୁମଦନ, ବ୍ରଜ ସୁନ୍ଦର ନାୟକ , ରମାକାନ୍ତ ଜେନା , ଉମାକାନ୍ତ ମିଶ୍ର , ଅରୁଣ କୁମାର ଲେଙ୍କା,ମୋନଜ କୁମାର ରଥ ସମେତ ସ୍ମୁତି ଚରଣ କରିଥିଲେ l ରାୟଗଡା ଓକିଲ ସଂଘର ସମସ୍ତ ସଭ୍ୟ ଉପସ୍ଥିତି ଥିଲେ ଏବଂ ସ୍ଥିର ହେଲାକି ରାୟଗଡା ଓକିଲ ସଂଘ ତରଫରୁ ଟ ୫୦,୦୦୦ ମୃତ ଆଇନ ଜୀବି ଙ୍କ ପରିବାର କୁ ଦେବାକୁ ଓ ଆଜି ସନ୍ଧ୍ୟା ରେ ଶ୍ରାଦ୍ଧଳଞ୍ଜଳୀ ପାଇଁ ଦୀପ ପ୍ରଜ୍ଜଳନ ଓକିଲ ପରିସରରେ ଓକିଲ ସଂଘର ସଭାପତି ଶ୍ରୀ ଟୁଟୁ ଦାସ ଅନୁରୋଧ କରିଥିଲେ ବୋଲି ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
Related Posts

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ର ଦ୍ୱତୀୟ ଦିବସ ରେ ସଂଖ୍ୟା ଧିକ ଚାଷୀଙ୍କ ସାମଗମ
ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ର ଦ୍ୱତୀୟ ଦିବସ ରେ ସଂଖ୍ୟା ଧିକ ଚାଷୀଙ୍କ ସାମଗମ ରାୟଗଡ : ରାୟଗଡ ଜିଲ୍ଲାପ୍ରଶାସନ ଓ…

GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris
GOLD FOR INDIA!🥇Sumit Antil defends his Paralympic title as the Tokyo Gold Medallist wins Gold yet again at Paris!🇮🇳

ପ୍ରଧାନମନ୍ତ୍ରୀଙ୍କ ସହ ଶପଥ ନେଲେ ଟିମ୍ କ୍ୟାବିନେଟକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଏସ୍. ଜୟଶଙ୍କରକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ
ପ୍ରଧାନମନ୍ତ୍ରୀଙ୍କ ସହ ଶପଥ ନେଲେ ଟିମ୍ କ୍ୟାବିନେଟକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଏସ୍. ଜୟଶଙ୍କରକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟରମନ୍ତ୍ରୀମାନଙ୍କୁ ଶପଥ…