ଶଙ୍କରାଖୋଲ ବାଳିକା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛିl ଉକ୍ତ କ୍ରୀଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜାନକୀ ପ୍ରଧାନ, ସାନମାନିତ ରୂପେ ନାଏବ ସରପଞ୍ଚ ମାଲେଶ୍ୱର କହଁର, ସ୍କୁଲ ସଭାପତି ନଳଦେବ କହଁର, ଶିକ୍ଷୟିତ୍ରୀ ରାଜଶ୍ରୀ ଆଚାର୍ଯ୍ୟ ଉପସ୍ଥିତ ଥିଲେl କ୍ରୀଡା କୁ ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଓ ଶିକ୍ଷକ ମନୋଜ କୁମାର ସାହୁ ପାରିଚାଳନା କରିଥିଲେ l
Related Posts

ବୈଶ୍ୟ ସମାଜ କେନ୍ଦ୍ରୀୟପରିଷଦ ଦ୍ଵାରା ଚଳିତ ମହାସଭା ସକାଶେ ପ୍ରସ୍ତୁତି ବୈଠକ
ମହାସଭା ୨୦୨୪ ପ୍ରସ୍ତୁତି ବୈଠକ ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବୈଶ୍ୟ ସମାଜ କେନ୍ଦ୍ରୀୟପରିଷଦ ଦ୍ଵାରା ଚଳିତ ମହାସଭା ସକାଶେ ପ୍ରସ୍ତୁତି ବୈଠକ Nଆର,ଉଦୟଗିରି ୫/୫/ ଆଜି…

ବରଗଡ ସୋହେଲାରେ ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍ପୁଟ ସହାୟତା
ବରଗଡ ସୋହେଲାରେ ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍ପୁଟ ସହାୟତା ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି…

କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ
କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 21/11/2024 ରିଖ ଗୁରୁବାର ଦିନ…