ଉତ୍ତରାଖଣ୍ଡର ଡ଼େରାଡୁନ ଠାରେ ଆୟୋଜିତ ହେବାକୁ ଯାଉଥିବା ୩୮ତମ ଜାତୀୟ ଖେଳରେ ଭାଗ ନେବାକୁ ଯାଉଥିବା Odisha WUSHU Team କୁ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ବ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଉତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ କୁ ଗୌରବାନ୍ବିତ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ।
Related Posts

ଶୀତ ଅଧିବେଶନରେ ‘ୱାନ ନେସନ, ୱାନ ଇଲେକ୍ସନ’ ପାସ୍ ହୋଇପାରେ!
‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’…

Mo Booth App launched in Odisha
Mo Booth App launched in Odisha Bhubaneswar: Chief Electoral Officer, Odisha Nikunja Dhal launched the Mo Booth application today. Through…

ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l
ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l ଆର,ଉଦୟଗିରି (ମନୋଜ ପାଢ଼ୀ/-: ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ…