ମହାକୁମ୍ଭକୁ ଯାଉଥିବା ଓଏସ୍ଆରଟିସିର ସ୍ବତନ୍ତ୍ର ବସ୍ ବାତିଲ୍। ଫେବ୍ରୁଆରି ୪ ତାରିଖ ଯାଏଁ ବାତିଲ୍। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି। ଟଙ୍କା ଫେରସ୍ତ ପାଇବା ପାଇଁ ୯୯୩୭୫୪୭୭୭୩କୁ କରିପାରିବେ ଯୋଗାଯୋଗ।
Related Posts

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱର ପହଞ୍ଚିଛନ୍ତି।ରାଜ୍ୟପାଳ ଡ ହରି ବାବୁ କାମ୍ବମ୍ପତୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ଜୁଲାଇ ୨୨ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଜୁଲାଇ ୨୨ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ତା. ୨୨.୦୭.୨୦୨୪ରିଖ ଠାରୁ ଆରମ୍ଭ ହେଉଛି। ଏଥିନିମନ୍ତେ…

Koraput District Receives Top Honors for Millet Production and Ragi Procurement!
Koraput District Receives Top Honors for Millet Production and Ragi Procurement! Bhubaneswar:In a remarkable achievement, Koraput district has been recognized…