ବଜ୍ରାଘାତରେ ୬ ଛେଳି ଜୀବନ୍ତ ଦଗ୍ଧ

ବଜ୍ରାଘାତରେ ୬ ଛେଳି ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସିମୋର ପଞ୍ଚାୟତ କଣ୍ଟାମଳିମ ଗାଁରେ ବଜ୍ରାଘାତ ଯୋଗୁଁ ୬ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।ଗୁହାଳରେ ବଜ୍ରାଘାତ ହେବାରୁ ଜଳିଗଲେ ଛେଳି। ଜଣେ ବୃଦ୍ଧା ମଧ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *