ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍
କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ମିନି ମାରାଥନ୍ `ରନ୍ ଫର୍ ଶିମିଳିପାଳ’ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହି ମିନି ମାରାଥନ୍ରେ ସାମିଲ ହେଲେ ୯୦୦ରୁ ଅଧିକ ଯୁବକ, ଯୁବତୀ ।୧୦ କିମି ମାରାଥନ୍ ଉଦ୍ଘାଟନ ସହ ଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।