ରାତାରାତି ଦଳ ବଦଳାଇଲେ ନେତା ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ କୈଳାଶ କୁଲେସିକା । ଟିକେଟ ନ ମିଳିବାରୁ ରାତିରେ ଛାଡିଥିଲେ ବିଜେଡି, ଇସ୍ତଫାପତ୍ରରେ ଲେଖିଲେ ଦଳ ବୁଝି ପାରିଲାନି ମୂଲ୍ୟ । ବିଜେଡିରୁ ମିଳିଲାନି ଟିକେଟ୍ ।

