ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ଏକ ଦୃତଗାମୀ କାର୍ ଟ୍ରକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍ପି ରାଜେଶ ଗଦିୟା କହିଛନ୍ତି।
Related Posts
ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା ଭୁବନେଶ୍ୱର: ଆଜି ରଥ ଯାତ୍ରା ସମୟରେ ଭିଡ଼…
ପାରଳାଖେମୁଣ୍ଡିରେ କଂଗ୍ରେସର ଦ୍ୱିତୀୟ ବିଶାଳ ଶକ୍ତି ପ୍ରଦର୍ଶନ
ପାରଳାଖେମୁଣ୍ଡିରେ କଂଗ୍ରେସର ଦ୍ୱିତୀୟ ବିଶାଳ ଶକ୍ତି ପ୍ରଦର୍ଶନ ଗଜପତି -::୨୪/୪ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକଙ୍କୁ ବହୁ ଭୋଟରେ ନିର୍ବାଚନ କରିବା…
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।ସୁନାବେଡ଼ା ହାଲ ଟାଉନ୍ ସିପ ର ୮ ବର୍ଷ ର ଆରୁସ ବିଷୋୟୀ…