ମେ ୬ ଓ ୮ରେ ବଡ଼ ବର୍ଷା

ମେ ୬ ଓ ୮ରେ ବଡ଼ ବର୍ଷା

ଭୁବନେଶ୍ୱର: (Abhishek Mohanty)ଓଡ଼ିଶାରେ ମେ ୬ ଓ ୮ ତାରିଖରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ଏହି ଦୁଇ ଦିନ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ।ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।ଏହି ଦୁଇ ଦିନ ୪୦ ରୁ ୫୦ କିମି ବେଗରେ ପବନ ବୋହିବା ସହ ସମୁଦ୍ରରେ ବଡ଼ ଜୁଆର ଆସିବା ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *