ଓଲଟିଲା ଯାତ୍ରୀବାହୀ ବଲାଙ୍ଗିର (ଅଭିଷେକ ): ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଓଲଟିଲା ବସ୍।ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ସୋନପୁର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି।ଭୁବନେଶ୍ୱରରୁ ପାଟଣାଗଡ ଯାଉଥିଲା ଘରୋଇ ବସ୍ ।
