ଛତିଶଗଡ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାୟ ଆଜି ଲକ୍ଷ୍ମୀପୁର ଠାରେ ବିଶାଳ ଜନ ସଭା କୁ ସମ୍ବୋଧିତ କରିବା ସହ ଭାରତୀୟ ଜନତା ପାର୍ଟିର କୋରାପୁଟ ଲୋକସଭା ପ୍ରାର୍ଥୀ ଶ୍ରୀ କାଳୀ ରାମ ମାଝୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଶ୍ରୀ କୈଳାଶ କୁଳେଶିକା କୁ ବହୁତ୍ ସଂଖ୍ୟାରେ ରେ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
Related Posts
ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।
ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। ସେମିଳିଗୁଡାର ସତ୍ଯ ନଗରସ୍ଥିିତ ସତ୍ଯ ନଗର ବିକାଶ ପରିଷଦ ତରଫରୁ ସଭାପତି ଡକ୍ଟର ଚିତ୍ତରଞ୍ଜନ…
ଗୌତମ ବୁଦ୍ଧଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ
ବୁଦ୍ଧ ପୁର୍ଣିମାରେ ଉନ୍ମୋଚିତ ହେଲା ଗୌତମ ବୁଦ୍ଧ କୋରାପୁଟ ଜିଲ୍ଲା(କୋରାପୁଟ ରୁ ଭେଙ୍କାଟେସ ରାଓ) ସୁନାବେଡା ପୌର ପରିଷଦ ଅନ୍ତୋର୍ଗତ 20 ନମ୍ବର ୱାର୍ଡ ନନ୍ଦପୁର ରାସ୍ତା…
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ…