ଭୁବନେଶ୍ୱର:ବାଣପୁରରେ ଆଜି ନିର୍ବାଚନ ପ୍ରଚାର କରି।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଯେପରି ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ। ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ କରିବା ପାଇଁ ଶକ୍ତି ଦିଅନ୍ତୁ।
Related Posts

ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ
ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ…

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ
ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି।୨୨ଟି ଟିମ ଦ୍ବାରା ଚାଲିଛି ବଉଳା କୁମ୍ଭୀର ଗଣନା।ପ୍ରତ୍ୟେକ ଟିମ୍ରେ…

୨୩ ରେ ଆସିବ ବାତ୍ୟା
୨୩ ରେ ଆସିବ ବାତ୍ୟା ଭୁବନେଶ୍ୱର: ଅକ୍ଟୋବର ୨୩ ତାରିଖରେ ବଙ୍ଗୋପସାଗରରେ ଆସିବ ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ ଓ ୨୨…