ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। କଳାରେ ପାସ୍ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ୮୬.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି। କଳାରେ ୨,୩୫,୨୧୮, ବିଜ୍ଞାନରେ ୧,୧୫,୮୯୫ ଓ ବାଣିଜ୍ୟରେ ୨୫,୮୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୱେବସାଇଟ୍ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି।
Related Posts
କୁକୁଡାଖଣ୍ଡି ବ୍ଲକରେ କୁକୁଡାଖଣ୍ଡି ବ୍ଲକରେ ନୈରାସ୍ୟ ଜନକ ମାଟ୍ରିକ ଫଳ ଜନକ ମାଟ୍ରିକ ଫଳ।
କୁକୁଡାଖଣ୍ଡି ବ୍ଲକରେ କୁକୁଡାଖଣ୍ଡି ବ୍ଲକରେ ନୈରାସ୍ୟ ଜନକ ମାଟ୍ରିକ ଫଳ ଜନକ ମାଟ୍ରିକ ଫଳ।କୁକୁଡାଖଣ୍ଡି :-ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି।ଏଥିରେ…
ଓଲଟିଲା ତୀର୍ଥଯାତ୍ରୀ ବସ୍ | ୧୫ ଆହତ |
ପଦ୍ମପୁର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ସୁଲିଆ ଛକ ନିକଟରେ ରାସ୍ତାକଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଲା…
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ।ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ରହିଛି।ଆସନ୍ତା ୨୧…