ରାୟଗଡ଼ା:ବସ୍ରେ କେମିତି ନିଆଁ ଲାଗିଲା, ତାହା ଏ ଯାଏ ସ୍ପଷ୍ଟ ହୋଇନି। ତେବେ ବସ୍ଗୁଡ଼ିକ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍ ଷ୍ଟାଣ୍ଡରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଜଳି ଯାଇଛି ଚାରୋଟି ବସ୍।
Related Posts

କୋରାପୁଟ ଜିଲ୍ଲାରେ ପବିତ୍ର ଗାନ୍ଧୀଜୀ ଜୟନ୍ତୀ ଏବଂ ଶାସ୍ତ୍ରୀଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
କୋରାପୁଟ ଜିଲ୍ଲାରେ ପବିତ୍ର ଗାନ୍ଧୀଜୀ ଜୟନ୍ତୀ ଏବଂ ଶାସ୍ତ୍ରୀଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିସହ…

କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ!
କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ।ବସ୍ ଟାଇମିଂକୁ ନେଇ ବଚସା ପରେ,ବସ ମାଲିକ ସଂଘ ଓ ବସ କର୍ମଚାରୀ ସଂଘ…

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗରେ ଶୋକସଭା।
କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗରେ ଶୋକସଭା।_________________________ ସେମିଳିଗୁଡା: କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ପ୍ରସାଦ ରଥ ଙ୍କ ଅକାଳ…