ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଜୋର୍ଡାନ ନାଗରିକ ବୋଲି ସୂଚନା ମିଳିଛି। ଏଥିସହ ୧୭ରୁ ଅଧିକ ଯାତ୍ରୀ ନିଖୋଜ ହୋଇଥିବା ଜଣାପଡିଛି।ସାଉଦି ଅରବର ପବିତ୍ର ମକ୍କା ମଦିନାରେ ଅଘଟଣ।
Related Posts
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ;ଜାତୀୟ ରାଜପଥ ସମୀକ୍ଷା ବୈଠକରେ ଯୋଗ ଦେବେ
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ;ଜାତୀୟ ରାଜପଥ ସମୀକ୍ଷା ବୈଠକରେ ଯୋଗ ଦେବେ ଭୁବନେଶ୍ଵର: ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ…

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟରତ ଓଡ଼ିଶା କାଡ଼ର ଓ ଓଡ଼ିଆ ପଦାଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟରତ ଓଡ଼ିଶା କାଡ଼ର ଓ ଓଡ଼ିଆ ପଦାଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ରାଜ୍ୟରେ ୫୦ଟି ଅସ୍ବାଭାବିକ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ
ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଭୁବନେଶ୍ତଵର :ଦନ୍ତ ନିର୍ଦ୍ଦେଶ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି…