ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା।ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି। ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ସର୍ଭେଲାନ୍ସ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ସାହୁ।୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ।ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ।
Related Posts
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର : ମହାପ୍ରଭୁଙ୍କ ଅଧରପଣା ଅବସରରେ ସଭାପତି ସଞ୍ଚିତା ମହାନ୍ତି ଓ ସମ୍ପାଦକ…
ବହୁ ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଚାରି ଦ୍ଵାର
ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଭକ୍ତମାନେ ଦର୍ଶନ କରୁଛନ୍ତି । ମୁଁ ମନ୍ତ୍ରୀ ପରିଷଦର ସାଥିମାନଙ୍କ ସହିତ…
କୋରାପୁଟ ସାଂସଦ ସପ୍ତଗିରି ଉଲାକା AICC ସମ୍ପାଦକ ନିଯୁକ୍ତ
ବରିଷ୍ଠ ନେତୃବୃନ୍ଦଙ୍କୁ ସମ୍ପାଦକ/ଯୁଗ୍ମ ସମ୍ପାଦକ ଦାୟିତ୍ୱ ବଣ୍ଟନ କଲା AICC କୋରାପୁଟ ସାଂସଦ ସପ୍ତଗିରି ଉଲାକା AICC ସମ୍ପାଦକ ନିଯୁକ୍ତ!ଏଥିସହ ସପ୍ତିଗିରିଙ୍କୁ ଝାଡ଼ଖଣ୍ଡ ରାଜ୍ୟ ଦାୟିତ୍ୱ ପ୍ରଦାନ…