ରାମଗିରି ପୁଲିସ ପକ୍ଷରୁ ଭାରତୀୟ ଆଇନ ସଂହିତା ସଚେତନତା ଆର,ଉଦୟଗିରି(ମନୋଜ କୁମାର ପାଢୀ/29/6/ ଆର,ଉଦୟଗିରି ବ୍ଳକ ରାମଗିରି ଥାନା ପକ୍ଷରୁ ଭାରତୀୟ ଆଇନ ସଂହିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଂରାଜୀ ଅମଳରୁ ରହିଥିବା ଭାରତୀୟ ଆଇନ ସଂହିତା ପ୍ରଚଳନ ପାଇଁ ନିସ୍ପତ୍ତି ନେଇଛନ୍ତି ଯାହା ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ । ବତ୍ତମାନ ଜାରି ରହିଥିବା ଆଇନରେ ଅପରାଧୀମାନେ ଦୁର୍ଘଟଣା ଜନିତ ଦଣ୍ଡ ନାରୀ ନିର୍ଯ୍ୟାତନା, ନାବାଳିକା ଧର୍ଷଣ ଅପରାଧ ଘଟାଇ କୋହଳ ଦଣ୍ଡ ପାଇଁ ଥାନାରୁ ଜାମିନରେ ପାଇଯାଉଥିଲେ । ଏହି ଆଇନର ଧାରାକୁ ଆସନ୍ତା ମାସ ଅର୍ଥାତ ଜୁଲାଇ ଏକ ତାରିଖ ଠାରୁ ପରିବତ୍ତନ ଅପରାଧୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରଥମେ ଅଭିଯୁକ୍ତକୁ ଅଦାଲତାରେ ଉପସ୍ଥିତ କରାଯାଇ ଜେଲ ହାଜତକୁ ପଠାଯିବ ବୋଲି ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ରାମଗିରି ଗ୍ରାମର ବୃଦ୍ଧିଜୀବୀ, ବ୍ୟବସାୟ ଓ ଆଖପାଖ ଗ୍ରାମର ବୃଦ୍ଧିଜୀବୀ ନେଇ ଥାନା ଗୃହରେ ସଚେତନ କରାଇଥିଲେ ।
Related Posts
ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି…
ସ୍ନିଗ୍ଧାରାଣୀ ମିଶ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ମହିଳା ଭାବେ ସର୍ବାଧିକ ତାଙ୍କର ୫୦ତମ ରକ୍ତଦାନ କରିଥିଲେ।
ସେବାପକ୍ଷରେ ଲିଭ ଫର ଅଦର୍ସର ରକ୍ତଦାନ ଶିବିର ୫୦ତମ ରକ୍ତଦାନ କଲେ ସ୍ନିଗ୍ଧାରାଣୀ ମିଶ୍ର ସେମିଳିଗୁଡା.ତାରିଖ ୨୭,୯,୨୦୨୪:ସେମିଳିଗୁଡାସ୍ଥିତ ଗୁଣ୍ଡିଚା କଲ୍ଯାଣ ମଣ୍ଡପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ…
ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା..
ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା.. ଗଜପତି(ମନୋଜ ପାଢୀ/୨୨/୧୦/୨୪/ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ…