ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ମଙ୍ଗଳବାର ଏକ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି।
Related Posts
ଇଟିଭି ନେଟୱାର୍କ ହେଡ ରାମୋଜୀ ରାଓ ଙ୍କ ଦେହାନ୍ତ
*ଇଟିଭି ନେଟୱାର୍କ ହେଡ ରାମୋଜୀ ରାଓ ଙ୍କ ଦେହାନ୍ତ* ମିଡିଆ ଜଗତ ର ଅପ୍ରତିଦ୍ବନ୍ଦି ନିର୍ମାତା ତଥା ଆଚଂଲିକ ଟିଭି ଚେନାଲ ଇଟିଭି ନେଟୱାର୍କ ହେଡ ଗ୍ରିନିଜ…
ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜୟ ଲାଭ କରିଛନ୍ତି କଙ୍ଗନା।
ରାଜନୀତି ଦୁନିଆରେ ପାଦ ଥାପିଥିବା କଙ୍ଗନା ରାଣାୱତ ବିଜୟ ସହ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜୟ ଲାଭ କରିଛନ୍ତି…
ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪: ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ
ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪: ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ ଭୁବନେଶ୍ୱର: ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ…