କାଲିମେଳା: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ୩ଦିନ ହେଲା ଜାତୀୟ୍ର ରାଜପଥ ବନ୍ଦ ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ତେବେ ପ୍ରବଳ ବର୍ଷାରେ ଆଜି ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ୪ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।
Related Posts
ଛୁରୀ ଭୁସି ହତ୍ୟା ଘଟଣାରେ ୫ ଜଣଙ୍କୁ କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ…
ଛୁରୀ ଭୁସି ହତ୍ୟା ଘଟଣାରେ ୫ ଜଣଙ୍କୁ କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ…. ———————————– କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର…
କନ୍ଧମାଳ ଜିଲ୍ଲାପାଳଙ୍କୁ ଭକୁଆ ବନେଇଲେଣି ଜିଲ୍ଲା ସମାଜ ମଙ୍ଗଳ ବିଭାଗ.. ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ କେବେ.?
କନ୍ଧମାଳ ଜିଲ୍ଲାପାଳଙ୍କୁ ଭକୁଆ ବନେଇଲେଣି ଜିଲ୍ଲା ସମାଜ ମଙ୍ଗଳ ବିଭାଗ.. ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ କେବେ.? କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସମାଜ…