ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ । ସିବିଆଇ ଜାଲରେ ଧରା ପଡ଼ିଥିବା ପୋଷ୍ଟାଲ ଇନ୍ସପେକ୍ଟରଜଣକ ହେଲେ ମୟୂରଭଞ୍ଜ ଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି ।
Related Posts

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା-ମନ୍ତ୍ରୀ ଶ୍ରୀ ପାତ୍ର
ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା-ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ…

ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା
ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା! ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର. ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଗଲା!.ସର୍ବନିମ୍ନ ୨ ବର୍ଷ…

ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
ଭିତରକନିକାରେ ଡଲଫିନ ଗଣନା ଆରମ୍ଭ ରାଜନଗର: ଆଜିଠୁ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଭିତରକନିକାରେ ଡଲଫିନ ଗଣନା ଆରମ୍ଭ ହୋଇଛି।ଏହି ସୂଚନା ଦେଲେ ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ…