୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ସେ ଟାର୍ଗେଟ ସେଟ କରିଛନ୍ତି। ତାଙ୍କ କହିବା କଥା ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବଡ଼ ବିପଦ। ତେଣୁ ସେମାନଙ୍କ ମୂଳପୋଛ ହେବା ଜରୁରୀ। ଏହି ଗ୍ରୁପ ବିରୋଧରେ ଶେଷ ପ୍ରହାର ପାଇଁ ଗୋଟିଏ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ ବୋଲି ଶ୍ରୀ ଶାହ କହିଛନ୍ତି।ନକ୍ସଲଙ୍କ ବିରୋଧରେ ଆର୍ପାର୍ ଲଢ଼େଇ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସଜବାଜ।
Related Posts
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି!
ନୂଆ ଶକ୍ତି ଓ ସଂକଳ୍ପ ସହ ଆଗକୁ ବଢ଼ିବୁ: ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର: NDAର ବହୁମତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେ କହିଛନ୍ତି…
ଓଡିଶା ବଜେଟ ଉପସ୍ଥାପିତ
ଓଡିଶା ବଜେଟ ଉପସ୍ଥାପିତ ଭୁବନେଶ୍ୱର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।୬ ଲକ୍ଷ ୬୫, ୦୦୦ କୋଟି ଟଙ୍କାର…
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭୁସ୍ଖଳନର ପରେ ୱାୟନାଡ ଗସ୍ତ କରିଛନ୍ତି
ଭୁସ୍ଖଳନର ପରେ ୱାୟନାଡ ଗସ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି।