ମାଲକାନଗିରି: ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ପୁରସ୍କାର ଘୋଷିତ ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଂକ ପତ୍ନୀ ପ୍ରମିଳା ଓରଫ ଗଣେଶୀ।ସୀମାନ୍ତ ଛତିଶଗଡର ଧମତରୀ ପୁଲିସକୁ ମିଳିଛି ପୁଣି ଏକ ସଫଲତା।
Related Posts

ସିନାପାଲି ବସଷ୍ଟାଣ୍ଡ ଠାରେ ସୁଇଟ ବେକେରି ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ରେ ପରିଣତ
*ସିନାପାଲି ବସଷ୍ଟାଣ୍ଡ ଠାରେ ସୁଇଟ ବେକେରି ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ରେ ପରିଣତ* ନୂଆପଡା :୦୮.୦୬.୨୪(ଓମ ପ୍ରକାଶ ଚୌଧୁରୀ) ନୂଆପଡା…

ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024
ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024 ରାୟଗଡା :ଚଳିତ ବର୍ଷ ଚଇତି-2024 ଏବଂ ପଲିଶ୍ରୀ ମେଳା 2024 ରାୟଗଡ ଜିଳ୍ଲା ସଦର…

ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ
ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା…