ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଲେନରେ ଥିବା ନିଜ ବାସଭବନରେ ସଂଧ୍ୟାରେ ଅଭିଯୋଗକାରୀ ଗ୍ରାମସାଥୀ କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
Related Posts
ସିନାପାଲି ବସଷ୍ଟାଣ୍ଡ ଠାରେ ସୁଇଟ ବେକେରି ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ରେ ପରିଣତ
*ସିନାପାଲି ବସଷ୍ଟାଣ୍ଡ ଠାରେ ସୁଇଟ ବେକେରି ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ରେ ପରିଣତ* ନୂଆପଡା :୦୮.୦୬.୨୪(ଓମ ପ୍ରକାଶ ଚୌଧୁରୀ) ନୂଆପଡା…
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର
ସହିଦ୍ ଯବାନଙ୍କୁ ଗାର୍ଡ ଅଫ ହନର ସହ ସବସତ୍କାର। ନୂଆପଡ଼ା ଜିଲ୍ଲା (ଓମ୍ ପ୍ରକାଶ ଚୌଧୁରୀ )କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍…
କାହାକୁ କେଉଁ ମନ୍ତ୍ରାଳୟ ?
କାହାକୁ କେଉଁ ମନ୍ତ୍ରାଳୟ ? ▪️ରାଜନାଥ ସିଂହ- ପ୍ରତିରକ୍ଷା▪️ଅମିତ ଶାହ- ସ୍ବରାଷ୍ଟ୍ର▪️ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ▪️ନିର୍ମଳା ସୀତାରମଣ- ଅର୍ଥ▪️ଏସ୍. ଜୟଶଙ୍କର- ବ୍ୟାପାର▪️ମନୋହର ଲାଲ୍-…